Revision control

Copy as Markdown

<?xml version="1.0" encoding="utf-8"?>
<resources xmlns:tools="http://schemas.android.com/tools" xmlns:moz="http://mozac.org/tools">

<string name="mozac_browser_errorpages_page_refresh">ପୁଣିଥରେ ଚେଷ୍ଟା କରନ୍ତୁ</string>

<string name="mozac_browser_errorpages_generic_title">ଅନୁରୋଧକୁ ସମ୍ପୂର୍ଣ୍ଣ କରିହେବ ନାହିଁ</string>

<string name="mozac_browser_errorpages_generic_message"><![CDATA[
ଏହି ସମସ୍ୟା ବିଷୟରେ ଅତିରିକ୍ତ ସୂଚନା କିମ୍ବା ତ୍ରୁଟି ବର୍ତ୍ତମାନ ଉପଲବ୍ଧ ନାହିଁ।
]]></string>

<string name="mozac_browser_errorpages_security_ssl_title">ସୁରକ୍ଷିତ ସଂଯୋଗ ବିଫଳ ହେଲା</string>

<string name="mozac_browser_errorpages_security_ssl_message"><![CDATA[

ଆପଣ ଦେଖିବାକୁ ଚାହୁଁଥିବା ପୃଷ୍ଠାକୁ ଦର୍ଶାଯାଇ ପାରିବ ନାହିଁ କାରଣ ଗ୍ରହଣ କରାଯାଇଥିବା ତଥ୍ୟର ବୈଧିକରଣକୁ ଯାଞ୍ଚ କରାଯାଇନାହିଁ।

ଏହି ସମସ୍ୟା ବିଷୟରେ ଅଗଚର କରାଇବା ପାଇଁ ଦୟାକରି ୱେବସାଇଟ ମାଲିକଙ୍କ ସହିତ ସମ୍ପର୍କ କରନ୍ତୁ।

]]></string>

<string name="mozac_browser_errorpages_security_bad_cert_title">ସୁରକ୍ଷିତ ସଂଯୋଗ ବିଫଳ ହେଲା</string>

<string name="mozac_browser_errorpages_security_bad_cert_message"><![CDATA[

ଏହା ହୁଏତଃ ସର୍ଭର ସଂରଚନା ସମସ୍ୟା ହୋଇପାରେ, କିମ୍ବା ଏହି ସର୍ଭରର କେହି ପରିଚୟ ଚୋରି କରିଥାଇପାରେ।

ଯଦି ଆପଣ ଅତୀତରେ ଏହି ସର୍ଭର ସହିତ ସଫଳତାର ସହିତ ସଂଯୁକ୍ତ କରିଛନ୍ତି, ତେବେ ଏହି ତ୍ରୁଟିଟି ଅସ୍ଥାୟୀ ହୋଇପାରେ, ଏବଂ ଆପଣ ପରେ ପୁଣିଥରେ ଚେଷ୍ଟା କରିପାରିବେ।

]]></string>

<string name="mozac_browser_errorpages_security_bad_cert_advanced">ଉନ୍ନତ…</string>

<string name="mozac_browser_errorpages_security_bad_cert_back">ପଛକୁ ଫେରି ଯାଆନ୍ତୁ (ପରାମର୍ଶିତ)</string>

<string name="mozac_browser_errorpages_security_bad_cert_accept_temporary">ଆଶଙ୍କାକୁ ସ୍ୱୀକାର କରନ୍ତୁ ଏବଂ ଆଗାନ୍ତୁ</string>

<string name="mozac_browser_errorpages_security_bad_hsts_cert_advanced">ଉନ୍ନତ…</string>

<string name="mozac_browser_errorpages_net_interrupt_title">ସଂଯୋଗଟି ବାଧାପ୍ରାପ୍ତ ହୋଇଛି</string>

<string name="mozac_browser_errorpages_net_timeout_title">ସଂଯୋଗ ସମୟ ସମାପ୍ତ ହୋଇଯାଇଛି</string>

<string name="mozac_browser_errorpages_net_timeout_message"><![CDATA[
ଅନୁରୋଧ କରାଯାଇଥିବା ସାଇଟଟି ସଂଯୋଗ ପାଇଁ ଅନୁରୋଧକୁ ଉତ୍ତର ଦେଉ ନାହିଁ ଏବଂ ବ୍ରାଉଜର ଉତ୍ତରକୁ ଆଉ ଅପେକ୍ଷା କରୁ ନାହିଁ।

ସର୍ଭରଟି ଅଧିକ ଭାରାକ୍ରାନ୍ତ ହୋଇଥାଇପାରେ ଅଥବା ଅସ୍ଥାୟୀ ଭାବରେ ଖରାପ ଥାଇପାରେ? ପରେ ପୁଣିଥରେ ଚେଷ୍ଟା କରନ୍ତୁ।

ଆପଣ ଅନ୍ୟ ସାଇଟଗୁଡ଼ିକୁ ବ୍ରାଉଜ କରିବାରେ ଅକ୍ଷମ କି? କମ୍ପୁଟରର ନେଟୱର୍କ ସଂଯୋଗକୁ ଯାଞ୍ଚ କରନ୍ତୁ।

ଆପଣଙ୍କର କମ୍ପୁଟର କିମ୍ବା ନେଟୱର୍କ ଫାୟାରୱାଲ କିମ୍ବା ପ୍ରକ୍ସି ଦ୍ୱାରା ପ୍ରତିରୋଧିତ କି? ଭୁଲ ସଂରଚନା ୱେବ ବ୍ରାଉଜିଙ୍ଗରେ ବାଧା ସୃଷ୍ଟି କରିପାରେ।

ଏପର୍ଯ୍ୟନ୍ତ ସମସ୍ୟା ଅଛି କି? ସହାୟତା ପାଇଁ ଆପଣଙ୍କର ନେଟୱର୍କ ପ୍ରଶାସକଙ୍କ କିମ୍ବା ଇଣ୍ଟରନେଟ ପ୍ରଦାନକାରୀ ସହିତ ଯୋଗାଯୋଗ କରନ୍ତୁ।

]]></string>

<string name="mozac_browser_errorpages_connection_failure_title">ସଂଯୋଗ କରିବାରେ ଅସମର୍ଥ</string>

<string name="mozac_browser_errorpages_unknown_socket_type_title">ସର୍ଭରରୁ ଅପ୍ରତ୍ୟାଶିତ ଉତ୍ତର</string>

<string name="mozac_browser_errorpages_unknown_socket_type_message"><![CDATA[
ସାଇଟ ନେଟୱର୍କ ଅନୁରୋଧକୁ ଅପ୍ରତ୍ୟାଶିତ ଭାବରେ ଉତ୍ତର ଦେଇଥାଏ ଏବଂ ବ୍ରାଉଜର ଅଗ୍ରସର ହୋଇନପାରେ।
]]></string>

<string name="mozac_browser_errorpages_redirect_loop_title">ଏହି ପୃଷ୍ଠାଟି ସଠିକ ଭାବରେ ପୁନଃପ୍ରେରଣ କରିପାରୁନାହିଁ</string>

<string name="mozac_browser_errorpages_redirect_loop_message"><![CDATA[
ବ୍ରାଉଜର ଅନୁରୋଧ କରାଯାଇଥିବା ବସ୍ତୁକୁ କାଢ଼ିବା ବନ୍ଦ କରିଛି। ସାଇଟ ସେହି ଅନୁରୋଧକୁ କଦାପି ସମ୍ପୂର୍ଣ୍ଣ ହେଉନଥିବା ଉପାୟରେ ଦିଗ ପରିବର୍ତ୍ତନ କରୁଅଛି।

ଆପଣ ଏହି ସାଇଟ ଦ୍ୱାରା ଆବଶ୍ୟକ କୁକିଗୁଡ଼ିକୁ ନିଷ୍କ୍ରିୟ କରିଛନ୍ତି ଅଥବା ଅଟକ ରଖିଛନ୍ତି?

ଯଦି ସାଇଟର କୁକିଗୁଡ଼ିକୁ ଗ୍ରହଣ କରିବା ଦ୍ୱାରା ତାହା ସମସ୍ୟାର ସମାଧାନ କରିନଥାଏ, ତେବେ ଏହା ହୁଏତଃ ଆପଣଙ୍କ କମ୍ପୁଟର ପରିବର୍ତ୍ତେ ସର୍ଭର ସଂରଚନା ସମସ୍ୟା ହୋଇପାରେ।

]]></string>

<string name="mozac_browser_errorpages_offline_title">ଅଫଲାଇନ ଅବସ୍ଥା</string>

<string name="mozac_browser_errorpages_offline_message"><![CDATA[
ବ୍ରାଉଜର ଅଫଲାଇନ ଧାରାରେ ଚାଲୁଅଛି ଏବଂ ଅନୁରୋଧ କରିଥିବା ବସ୍ତୁ ସହିତ ସଂଯୋଗ କରିପାରିବେ ନାହିଁ।

କମ୍ପୁଟରଟି ସକ୍ରିୟ ନେଟୱର୍କ ସହିତ ସଂଯୁକ୍ତ ହୋଇଛି କି ନାହିଁ?

" କୁ ଦବାନ୍ତୁ ଏବଂ ଅନଲାଇନ ଧାରାକୁ ପରିବର୍ତ୍ତନ କରିବା ପାଇଁ ଏବଂ ପୃଷ୍ଠାକୁ ପୁନର୍ଧାରଣ କରିବା ପାଇଁ " କୁ ପୁଣିଥରେ ଚେଷ୍ଟାକରନ୍ତୁ।

]]></string>

<string name="mozac_browser_errorpages_port_blocked_title">ସୁରକ୍ଷା କାରଣ ହେତୁ ପୋର୍ଟକୁ ଅଟକାଯାଇଛି</string>

<string name="mozac_browser_errorpages_port_blocked_message"><![CDATA[
ଅନୁରୋଧ କରାଯାଇଥିବା ଠିକଣା ଗୋଟିଏ ପୋର୍ଟକୁ ଉଲ୍ଲେଖ କରିଥାଏ (ଯେପରିକି mozilla.org:80 mozilla.org ରେ ପୋର୍ଟ 80 ପାଇଁ) ସାଧାରଣତଃ ୱେବ ବ୍ରାଉଜିଙ୍ଗ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ବ୍ରାଉଜର ଆପଣଙ୍କର ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ଅନୁରୋଧକୁ ବାତିଲ କରିଛି।
]]></string>

<string name="mozac_browser_errorpages_net_reset_title">ସଂଯୋଗ ପୁନର୍ବିନ୍ୟାସ ହୋଇଥିଲା</string>

<string name="mozac_browser_errorpages_unsafe_content_type_title">ଅସୁରକ୍ଷିତ ଫାଇଲ ପ୍ରକାର</string>

<string name="mozac_browser_errorpages_unsafe_content_type_message"><![CDATA[

ଦୟାକରି ଏହି ସମସ୍ୟା ବିଷୟରେ ସୂଚନା ଦେବାକୁ ୱେବସାଇଟ୍ ମାଲିକଙ୍କ ସହ ଯୋଗାଯୋଗ କରନ୍ତୁ।

]]></string>

<string name="mozac_browser_errorpages_corrupted_content_title">ତ୍ରୁଟିଯୁକ୍ତ ବିଷୟବସ୍ତୁ ତ୍ରୁଟି</string>

<string name="mozac_browser_errorpages_corrupted_content_message"><![CDATA[
ଆପଣ ଦେଖିବାକୁ ଚାହୁଁଥିବା ପୃଷ୍ଠାକୁ ଦର୍ଶାଯାଇ ପାରିବ ନାହିଁ କାରଣ ତଥ୍ୟ ପରିବହନରେ ଗୋଟିଏ ତ୍ରୁଟି ଦେଖା ଦେଇଛି।

ଏହି ସମସ୍ୟା ବିଷୟରେ ଅଗଚର କରାଇବା ପାଇଁ ଦୟାକରି ୱେବସାଇଟ ମାଲିକଙ୍କ ସହିତ ସମ୍ପର୍କ କରନ୍ତୁ।

]]></string>
<string name="mozac_browser_errorpages_content_crashed_message"><![CDATA[
ଆପଣ ଦେଖିବାକୁ ଚାହୁଁଥିବା ପୃଷ୍ଠାକୁ ଦର୍ଶାଯାଇ ପାରିବ ନାହିଁ କାରଣ ତଥ୍ୟ ପରିବହନରେ ଗୋଟିଏ ତ୍ରୁଟି ଦେଖା ଦେଇଛି।

ଏହି ସମସ୍ୟା ବିଷୟରେ ଅଗଚର କରାଇବା ପାଇଁ ଦୟାକରି ୱେବସାଇଟ ମାଲିକଙ୍କ ସହିତ ସମ୍ପର୍କ କରନ୍ତୁ।

]]></string>

<string name="mozac_browser_errorpages_invalid_content_encoding_title">ବିଷୟବସ୍ତୁ ସାଙ୍କେତିକରଣ ତ୍ରୁଟି</string>
<string name="mozac_browser_errorpages_invalid_content_encoding_message"><![CDATA[
ଆପଣ ଦେଖିବାକୁ ଚେଷ୍ଟାକରୁଥିବା ପୃଷ୍ଠାକୁ ଦର୍ଶାଯାଇପାରିବ ନାହିଁ କାରଣ ଏହା ଗୋଟିଏ ଅବୈଧ କିମ୍ବା ଅସମର୍ଥିତ ସଙ୍କୋଚନକୁ ବ୍ୟବହାର କରିଥାଏ।

ଏହି ସମସ୍ୟା ବିଷୟରେ ସୂଚନା ଦେବା ପାଇଁ ଦୟାକରି ୱେବସାଇଟ ମାଲିକଙ୍କ ସହିତ ଯୋଗାଯୋଗ କରନ୍ତୁ।

]]></string>

<string name="mozac_browser_errorpages_unknown_host_title">ଠିକଣା ମିଳୁନାହିଁ</string>

<string name="mozac_browser_errorpages_no_internet_title">ଇଣ୍ଟରନେଟ୍ ସଂଯୋଗ ନାହିଁ</string>

<string name="mozac_browser_errorpages_no_internet_message">ଆପଣଙ୍କର ନେଟୱର୍କ ସଂଯୋଗ ଦେଖନ୍ତୁ କିମ୍ବା ପୃଷ୍ଠାଟିକୁ ଆଉ କିଛି କ୍ଷଣ ପରେ ପୁନର୍ଧାରଣ କରନ୍ତୁ</string>

<string name="mozac_browser_errorpages_no_internet_refresh_button">ପୁନର୍ଧାରଣ</string>

<string name="mozac_browser_errorpages_malformed_uri_title">ଅବୈଧ ଠିକଣା</string>
<string name="mozac_browser_errorpages_malformed_uri_message"><![CDATA[
ଦିଆଯାଇଥିବା ଠିକଣାଟି ପରିଚିତ ଅବସ୍ଥାରେ ନାହିଁ। ଭୁଲ ପାଇଁ ଦୟାକରି ଅବସ୍ଥିତି ପଟିକୁ ଯାଞ୍ଚ କରନ୍ତୁ ଏବଂ ପୁଣି ଚେଷ୍ଟାକରନ୍ତୁ।
]]></string>

<string name="mozac_browser_errorpages_malformed_uri_title_alternative">ଏହି ଠିକଣାଟି ବୈଧ ନୁହେଁ</string>

<string name="mozac_browser_errorpages_malformed_uri_message_alternative"><![CDATA[

ୱେବ ଠିକଣାଗୁଡ଼ିକ ସାଧାରଣତଃ ଏହି ପ୍ରକାରେ ଲେଖାଯାଇଥାଏ http://www.example.com/

ନିଶ୍ଚିତ କରନ୍ତୁ ଯେ ଆପଣ ତୀର୍ଯକ ରେଖା ବ୍ୟବହାର କରୁଛନ୍ତି (i.e. /).

]]></string>

<string name="mozac_browser_errorpages_unknown_protocol_title">ଅଜଣା ପ୍ରୋଟୋକଲ</string>
<string name="mozac_browser_errorpages_unknown_protocol_message"><![CDATA[
ଏହି ଠିକଣାଟି ଏକ ପ୍ରଟୋକଲକୁ ଉଲ୍ଲେଖ କରିଥାଏ (ଯେପରିକି wxyz://) ବ୍ରାଉଜର ଟିହ୍ନିପାରୁ ନାହିଁ, ତେଣୁ ବ୍ରାଉଜର ସେହି ସାଇଟ ସହିତ ସଠିକ ଭାବରେ ସଂଯୋଗ ସ୍ଥାପନ କରିପାରିବ ନାହିଁ।

ଆପଣ ମଲଟିମେଡିଆ କିମ୍ବା ଅନ୍ୟାନ୍ୟ ପାଠ୍ୟ-ବିହୀନ ସର୍ଭରଗୁଡ଼ିକ ପାଇଁ ଚେଷ୍ଟା କରୁଛନ୍ତି କି? ଅଧିକ ଆବଶ୍ୟକତା ପାଇଁ ସାଇଟକୁ ଯାଞ୍ଚ କରନ୍ତୁ।

କିଛି ପ୍ରଟୋକଲଗୁଡ଼ିକ ବ୍ରାଉଜର ସେମାନଙ୍କୁ ଚିହ୍ନିବା ପୂର୍ବରୁ ହୁଏତଃ ତୃତୀୟ ପକ୍ଷ ସଫ୍ଟୱେର କିମ୍ବା ପ୍ଲଗଇନଗୁଡ଼ିକୁ ଆବଶ୍ୟକ କରିପାରନ୍ତି।

]]></string>

<string name="mozac_browser_errorpages_file_not_found_title">ଫାଇଲ ମିଳୁନାହିଁ</string>
<string name="mozac_browser_errorpages_file_not_found_message"><![CDATA[

ବସ୍ତୁଗୁଡ଼ିକୁ ପୁନଃ ନାମକରଣ, ଅପସାରଣ, କିମ୍ବା ସ୍ଥାନାନ୍ତରଣ କରିହେବ କି?

ଏହି ଠିକଣାରେ ବନାନ ତ୍ରୁଟି, ପୁଞ୍ଜିକରଣ, କିମ୍ବା ଅନ୍ୟାନ୍ୟ ଛପାଯୋଗ୍ୟ ତ୍ରୁଟି ଅଛି କି?

ଅନୁରୋଧ କରାଯାଇଥିବା ବସ୍ତୁ ପାଇଁ ଯଥେଷ୍ଟ ଅଭିଗମ୍ୟ ଅନୁମତି ଅଛି କି?

]]></string>

<string name="mozac_browser_errorpages_file_access_denied_title">ଫାଇଲକୁ ପ୍ରବେଶକୁ ବାରଣ କରାଯାଇଥିଲା</string>

<string name="mozac_browser_errorpages_proxy_connection_refused_title">ପ୍ରକ୍ସି ସର୍ଭର ସଂଯୋଗ ପାଇଁ ମନା କରିଲା</string>
<string name="mozac_browser_errorpages_proxy_connection_refused_message"><![CDATA[
ବ୍ରାଉଜରଟି ଏକ ପ୍ରକ୍ସି ସର୍ଭର ବ୍ୟବହାର ପାଇଁ ବିନ୍ୟାସିତ ହୋଇଛି, କିନ୍ତୁ ସେହି ପ୍ରକ୍ସି ସଂଯୋଗ ପାଇଁ ବାରଣ କରିଛି।

ବ୍ରାଉଜରର ପ୍ରକ୍ସି ସଂରଚନା ସଠିକ ଅଛି କି? ସଂରଚନାକୁ ଯାଞ୍ଚ କରନ୍ତୁ ଏବଂ ପୁଣିଥରେ ଚେଷ୍ଟା କରନ୍ତୁ।

ପ୍ରକ୍ସି ସର୍ଭିସ ଏହି ନେଟୱର୍କରୁ ସଂଯୋଗକୁ ଅନୁମତି ଦେଇଥାଏ କି?

ଏପର୍ଯ୍ୟନ୍ତ ସମସ୍ୟା ଅଛି କି? ସହାୟତା ପାଇଁ ଆପଣଙ୍କର ନେଟୱର୍କ ପ୍ରଶାସକଙ୍କ କିମ୍ବା ଇଣ୍ଟରନେଟ ପ୍ରଦାନକାରୀ ସହିତ ଯୋଗାଯୋଗ କରନ୍ତୁ।

]]></string>

<string name="mozac_browser_errorpages_unknown_proxy_host_title">ପ୍ରକ୍ସି ସର୍ଭର ମିଳୁନାହିଁ</string>

<string name="mozac_browser_errorpages_safe_browsing_malware_uri_title">ମାଲୱେୟାର ୱେବସାଇଟ ସମସ୍ୟା</string>

<string name="mozac_browser_errorpages_safe_browsing_unwanted_uri_title">ଅନାବଶ୍ୟକ ୱେବସାଇଟ ସମସ୍ୟା</string>

<string name="mozac_browser_errorpages_safe_harmful_uri_title">ହାନିକାରକ ସାଇଟ ସମସ୍ୟା</string>
</resources>